କୋକସରା: ବିଜମରାରେ ଚାଉଳ ଆଣିବାକୁ ଯିବା ବେଳେ ବିକଳାଙ୍ଗଙ୍କୁ ଟ୍ରକ୍ ଧକ୍କା, ନ୍ୟାୟ ଦାବିରେ ପରିବାର
ବିଜମରାରେ ଚାଉଳ ଆଣିବାକୁ ଯାଉଥିବା ଜଣେ ବିକଳାଙ୍ଗ ବ୍ୟକ୍ତିଙ୍କୁ ଟ୍ରକ୍ ଧକ୍କା ଦେଇଛି। ଗ୍ରାମବାସୀ ଟ୍ରକ୍ ଅଟକାଇ ପୋଲିସକୁ ଦେଇଛନ୍ତି। ନ୍ୟାୟ ଦାବିରେ ଶନିବାର ପରିବାର ଲୋକେ କୁଟ୍ରୁ ଫାଣ୍ଡିରେ ଆଲୋଚନା କରିଛନ୍ତି।