ପାରଳାଖେମୁଣ୍ଡି: ଗଜପତି: ବାଘ ଛାଲ ଜବତ ମାମଲାରେ ଅଭିଯୁକ୍ତଙ୍କ ଜାମିନ ଖାରଜ
ଗଜପତି ଜିଲ୍ଲାରେ ବାଘ ଛାଲ ଜବତ ମାମଲାରେ ଗିରଫ ଅଭିଯୁକ୍ତ ପ୍ରଫୁଲ୍ଲ ଘଣ୍ଟଙ୍କ ଜାମିନ ଆବେଦନ ଖାରଜ ହୋଇଛି। ମାମଲାର ଗମ୍ଭୀରତା ଓ ଅନ୍ତରାଜ୍ୟ ରାକେଟ ସମ୍ପୃକ୍ତି ଆଶଙ୍କାକୁ ନେଇ ଜିଲ୍ଲା ଓ ଦୌରା ଜଜ ଏହି ନିଷ୍ପତ୍ତି ଶୁଣାଇଛନ୍ତି।