କୋକସରା: କଲମପୁରରେ ସ୍ପୋର୍ଟସ୍ କମ୍ପ୍ଲେକ୍ସ: ଜମି ଦଖଲ ମୁକ୍ତ କରିବାକୁ ବି.ଡି.ଓଙ୍କ ଦ୍ବାରସ୍ଥ ଶତାଧିକ ଯୁବକ
କଲମପୁରରେ ସ୍ପୋର୍ଟସ୍ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଜମି ସମସ୍ୟାକୁ ନେଇ ଅସନ୍ତୋଷ। ଦଖଲରେ ଥିବା ସରକାରୀ ଜମି ଉଦ୍ଧାର ପାଇଁ ବି.ଡି.ଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କଲେ ଶତାଧିକ ଯୁବକ।