Public App Logo
Jansamasya
News
Bjp
National
Police
Bihar
India
जनसमस्या
कांग्रेस
भाजपा
Congress
Modi
Delhi
Viral
Crime
Jharkhand
Up
Iyc
Bollywood
दिल्ली
Patna
Breakingnews
महिला
Narendramodi
Madhya_pradesh
सोशल_मीडिया
Madhyapradesh
Pmmodi
Rahulgandhi
Ipl

ଜୁନାଗଡ: ବାତ୍ୟା ମୋନ୍ଥା ପାଇଁ କେନ୍ଦୁପଟି ପଞ୍ଚାୟତର ଚାଷୀ ଙ୍କ ଧାନ କ୍ଷେତ୍ରରେ ହେଲାଣି ଗଜା, ଚିନ୍ତାରେ ଚାଷୀ

Junagarh, Kalahandi | Nov 5, 2025
ଜୁନାଗଡ଼ ବ୍ଲକରେ ଚଳିତବର୍ଷ ୨୮ ହଜାର ୬୬୭ ହେକ୍ଟର ଜମିରେ ଧାନ ଚାଷ କରାଯାଇଛି । ତନ୍ମଧ୍ୟରୁ କେନ୍ଦୁପାଟି ପଞ୍ଚାୟତରେ ୯୧୫ ହେକ୍ଟର ଜମିରେ ଧାନ ଚାଷ କରିଛନ୍ତି । ବାତ୍ୟା ମୋନ୍ଥା ପାଇଁ ପାଚିଲା ଧାନ ଏବେ ବିଲରେ ରହିଛି । ବର୍ଷା ଓ ପବନ ମାଡ଼ ଖାଇ ଧାନ ତଳେ ପଡ଼ିଯାଇଛି । କେନ୍ଦୁପାଟି ଗାଁ ର ଚାଷୀଙ୍କ ଧାନ ବର୍ଷା ବିତ୍ପାତ ଯୋଗୁଁ ଗଜା ହୋଇଯାଇଥିବା ପ୍ରତିକ୍ରିୟା ରଖିଛନ୍ତି ଚାଷୀ।