Public App Logo
Jansamasya
News
पुलिस
Bjp
National
Bihar
बिहार
कांग्रेस
बीजेपी
विधायक
Congress
Modi
Delhi
Viral
Crime
Odisha
Rajasthan
अमित_शाह
दिल्ली
Breakingnews
Madhya_pradesh
Pmmodi
Ipl
Rahulgandhi
Haryana
Cricket
तेजस्वी_यादव
शादी
Crimenews
Kolkata

ପୋଲସରା: ପୋଲସରା ରେ ପଞ୍ଚକୁଣ୍ଡିଆ ବିଶ୍ଵଶାନ୍ତି ମହାଯଜ୍ଞ ନିମନ୍ତେ କଳସ ଯାତ୍ରା

Polasara, Ganjam | Nov 27, 2025
ଗଞ୍ଜାମ ଜିଲ୍ଲା ପୋଲସରା ସହରରେ ଶ୍ରୀଜଗନ୍ନାଥ ଚେତନା ସମିତି ପକ୍ଷରୁ ପାଞ୍ଚରାତ୍ର ପ୍ରବଚନ, ପାରାୟଣ ଓ ପଞ୍ଚକୁଣ୍ଡିୟ ବିଶ୍ଵଶାନ୍ତି ମହାଯଜ୍ଞ, ଘୃତଯଜ୍ଞ ନିମନ୍ତେ ଆଜି କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୋଲସରା କଲେଜ୍ ଛକ ନିକଟ ପଡ଼ିଆରୁ ଶ୍ରଦ୍ଧାଳୁ ମାନେ ବିରାଟ ଶୋଭାଯାତ୍ରାରେ ବାହାରି ପୋଲସରା ଓଇରାଣୀ ପୁଷ୍କରିଣୀରେ ପହଞ୍ଚିଥିଲେ । ସେଠାରେ ସଂସ୍ଥାପକ ସୁବ୍ରତ କୁମାର ତ୍ରିପାଠୀଙ୍କ ତତ୍ବାବଧାନରେ ପୂଜାର୍ଚ୍ଚନା ପରେ ଶ୍ରଦ୍ଧାଳୁ ମାନେ କଳସରେ ଜଳ ଧରି ନଗର ପରିକ୍ରମା ପରେ ଯଜ୍ଞ ସ୍ଥଳରେ ପହଞ୍ଚି ଥିଲେ ।