Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Cbi
Mathura
Fatehpur
Jodhpur
Amitshah
Uppolice
Punjab

ସୁନ୍ଦରଗଡ ସହର: ଚୌକି ପଡ଼ା ଛକରୁ ଜଣେ ମଦ୍ୟପ ବାଇକ ଚାଳକ ଧରୁଆ ଡିହି ପୋଲିସ ଦ୍ବାରା ଗିରଫ

ଆଜି ନଭେମ୍ୱର 5 ତାରିଖ ରାତି 8 ପାଖାପାଖି ସମୟରେ ଏହି ବାଇକ ଆରୋହୀ ଗିରଫ ହୋଇଛି। ପୋଲିସ ତା ଗାଡ଼ି ଚାଳନାକୁ ସନ୍ଦେହ କରି ତାକୁ ପିଛା କରି ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତ ହେଲା - ନିରଞ୍ଜନ ନୁନ୍ ଓ ତା ଘର ଝାରସୁ ଗୁଡା ଜିଲ୍ଲା ଲଏକରା ଥାନା ବରପନ ବରିହା ପଡ଼ା। ଏହି ମାମଲାରେ ଧରୁଆ ଡିହି ପୋଲିସ ଏକ ଡ୍ରଙ୍କ ଆଣ୍ଡ ଡ୍ରାଇଭ୍ ମାମଲା ରୁଜ୍ଜୁ କରି ଅଭିଯୁକ୍ତର ବାଇକ OD - 23F -6309 କୁ ଜବତ କରିଛନ୍ତି।