ରାୟଗଡା: ଜେକେପୁର ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଶ୍ରୀମା'ଙ୍କ ଜନ୍ମଦିନ ପାଳନକୁ ନେଇ ସଭାପତି ଗୌରହରୀ ସାହୁଙ୍କ ପ୍ରତିକ୍ରିୟା
ଶୁକ୍ରବାର ଅପରାହ୍ନ ୨ ଟାରେ ଜେକେପୁର ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ସଭାପତି ଗୈାରହରୀ ସାହୁ ଶ୍ରୀମା'ଙ୍କ ଜନ୍ମଦିନ ପାଳନ କାର୍ଯ୍ୟକ୍ରମକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ।