Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews
Karnataka

ତେଲକୋଇ: ବାଉଁଶଯୋରା ଅସ୍ଥାୟୀପୁଲ ଭାଙ୍ଗି ଜଗମୋହ ପୂର-ତେଲକୋଇ ସମ୍ପୁର୍ଣ୍ଣ ପୁଣି ଥରେ ବିଛିନ୍ନ

Telkoi, Kendujhar | Jul 5, 2025
ସମ୍ପୁର୍ଣ୍ଣ ହୋଇପାରୁନି ତେଲକୋଇ ଜଗମୋହନପୂର ପୂର୍ତ୍ତ ବିଭାଗ ରାସ୍ତାର ବାଉଁଶଯୋରା ପୋଲ।ଲଗାଣ ବର୍ଷା ରେ ଅସ୍ଥାୟୀ ପୋଲ ଗତ ୨୨ ତାରିଖ ଭାଙ୍ଗି ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ତରବରିଆ ଭାବେ ଅସ୍ଥାଇ ପୋଲ କରିଥିଲା ଠିକାସସ୍ଥା ପୁଣି ଥରେ ଆଜି ଅପରାହ୍ନରେ ଭାଙ୍ଗିଯାଇଛି ଅସ୍ଥାୟୀ ପୁଲ |ସମ୍ପୁର୍ଣ୍ଣ ଜଗମୋହନପୁର- ତେଲକୋଇ ରାସ୍ତା ବିଛିନ୍ନ ହୋଇଯାଇଛି । ଅତି ଆବଶ୍ୟକ ସେବା ସାଙ୍ଗକୁ ଲୋକେ ନାହିଁ ନ ଥିବା ଅସୁବିଧାରେ । ଦେଖିବାକୁ ବାକି ରହିଲା କେବେ ସମ୍ପୁର୍ଣ୍ଣ ହେଉଛି ବାଉଁଶଯୋରା ପୁଲ । ଆଜି ଅପରାହ୍ନ ପାଞ୍ଚଟା ସମୟର ସୂଚନା l