Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Rajasthan
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh

କୁଚିଣ୍ଡା: କୁଚିଣ୍ଡା କୋର୍ଟ ପରିସର ରେ ଓକିଲ ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

Kochinda, Sambalpur | Sep 12, 2025
କୁଚିଣ୍ଡା କୋର୍ଟ ପରିସର ସ୍ଥିତ ବାର କକ୍ଷରେ ଶୁକ୍ରବାର ଅପରାହ୍ନ ୪ ଟାରେ ଓକିଲ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଓକିଲ ସଂଘ ସଭାପତି ଅଇଁଠୁ ସାହୁ ଏଥିରେ ଅଧ୍ୟକ୍ଷତା କରି ଓଡ଼ିଶା ବାର କାଉନସିଲ ପତ୍ର ଅନୁଯାୟୀ, ଓକିଲ ମାନେ ଏଣୁ ଏଣିକି ଓକିଲାତି ବ୍ୟତୀତ ଚାକିରି,ବ୍ୟବସାୟ ତଥା ଲାଭ ଜନକ ବୃତ୍ତିରେ ଲିପ୍ତ ରହି ପାରିବେ ନାହିଁ।ଏଭଳି କାର୍ଯ୍ୟରେ ଲିପ୍ତ ହେବା ଦ୍ବାରା ବୃଦ୍ଧିଗତ ଆଚରଣ ଓ ଶିଷ୍ଟାଚାର ମାନଦଣ୍ଡର ଉଲଂଘନ ହେବା ନେଇ ସୂଚନା ପ୍ରଦାନ କରିଥିଲେ।

MORE NEWS

ଭୁବନେଶ୍ୱର ର ରବୀନ୍ଦ୍ର ମଣ୍ଡପ ଠାନେ ଆୟୋଜିତ ତୃତୀୟ ଅନ୍ତର୍ଜାତୀୟ ସମ୍ବଲପୁରୀ ମହୋତ୍ସବ ରେ ଦୁଲକିଲା ରାଜଧାନୀ 
ସମ୍ବଲପୁରୀ ଭାଷା କଲାସଂସ୍କୃତି ଲୋକଗୀତ ଲୋକନାଚ କେ ବିଶ୍ୱଦରବାର ରେ ପରିଚିତ କାରବାର ଗୁଟେ ଅନନ୍ୟା ପ୍ରୟାସ I 
ଧନ୍ୟବାଦ ଅଭୟ ଆର୍ଟ ଏକାଡେମୀ ସୁନ୍ଦରୀ ଚେଷ୍ଟା ଲାଗି 🙏🙏
#sambalpurifrstival #abhayaartacademy 
#amarkuchinda #sambalpuriculture

ଭୁବନେଶ୍ୱର ର ରବୀନ୍ଦ୍ର ମଣ୍ଡପ ଠାନେ ଆୟୋଜିତ ତୃତୀୟ ଅନ୍ତର୍ଜାତୀୟ ସମ୍ବଲପୁରୀ ମହୋତ୍ସବ ରେ ଦୁଲକିଲା ରାଜଧାନୀ ସମ୍ବଲପୁରୀ ଭାଷା କଲାସଂସ୍କୃତି ଲୋକଗୀତ ଲୋକନାଚ କେ ବିଶ୍ୱଦରବାର ରେ ପରିଚିତ କାରବାର ଗୁଟେ ଅନନ୍ୟା ପ୍ରୟାସ I ଧନ୍ୟବାଦ ଅଭୟ ଆର୍ଟ ଏକାଡେମୀ ସୁନ୍ଦରୀ ଚେଷ୍ଟା ଲାଗି 🙏🙏 #sambalpurifrstival #abhayaartacademy #amarkuchinda #sambalpuriculture

Kochinda, Sambalpur | Jul 11, 2026

ସଚେତନ ନାଗରିକ ମଞ୍ଚ ଓ ମିଳିତ ଫୋରମ୍, କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ଓ ବିକାଶ (୨) ଆଲୋଚନା ଚକ୍ର #kuchindatvlive #kuchinda

ସଚେତନ ନାଗରିକ ମଞ୍ଚ ଓ ମିଳିତ ଫୋରମ୍, କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ଓ ବିକାଶ (୨) ଆଲୋଚନା ଚକ୍ର #kuchindatvlive #kuchinda

Kochinda, Sambalpur | Jul 11, 2026

କୁଟୁରାଚୁଆଁ ହାଇ ସ୍କୁଲରେ ବନ ମହୋତ୍ସବ ପାଳିତ
କୁଚିଣ୍ଡା:୮/୭ କୁଚିଣ୍ଡା ବ୍ଲକ ଅନ୍ତର୍ଗତ କୁଟୁରାଚୁଆଁ ସରକାରୀ ନୋଡାଲ ହାଇ ସ୍କୁଲ ପରିସରରେ   ୭୭ ତମ ଜାତୀୟ ବନ ମହୋତ୍ସବ ପାଳିତ ହୋଇ ଯାଇଛି । ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ନାୟକ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ  ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ପରିବେଶବିତ୍ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଓ  ସାମାଜିକ କର୍ମୀ ପୂର୍ବ ବ୍ଲକ ଅଧ୍ୟକ୍ଷ କରୁଣାକର କିସାନ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ । ସ୍କୁଲ ଅଡିଟୋରିଅମ ରେ  ଆୟୋଜିତ ଏହି ଉତ୍ସବରେ ସବହୁ ସଂଖ୍ୟକ ଛାତ୍ର ଛାତ୍ରୀ ଓ ଅଭିଭାବକ, ଅଭିଭାବିକା ଙ୍କ ଉପସ୍ଥିତି ରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ,କୁଚିଣ୍ଡା ବନାଞ୍ଚଳ ର ବନ ପାଳ  ଅନୁରାଧା ଖର୍ସେଲ, ବନରକ୍ଷୀ ସୁଶ୍ରୀ ପ୍ରତିଭା ବେହେରା  ଅନ୍ୟତମ ବରିଷ୍ଠ ବନ କର୍ମଚାରୀ ଝରଣା ମୟ,ବସନ୍ତ ଚୌଧୁରୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ବୃକ୍ଷ ରୋପଣ ସହ ତାକୁ ବଞ୍ଚାଇ ରଖିବାର ଆବଶ୍ୟକତା ଉପରେ କହିଥିଲେ । ଏହା ପରେ  ସହକାରୀ ଶିକ୍ଷକ ସୁଯୋଗ୍ୟ ପଟେଲ, ବଳରାମ ସାହୁ,ରାଜୀବ ସାହୁ ଓ ବଙ୍କିମ ପଧାନଙ୍କ ନେତୃତ୍ୱରେ ବିଭିନ୍ନ ସ୍ଲୋଗାନ ଦେଇ ଛାତ୍ର ,ଛାତ୍ରୀ ସ୍କୁଲ ପଡ଼ିଆକୁ ଯାଇ ପ୍ରାୟ ସହେ ଟି ଫଳ ଚାର। ରୋପଣ କରିଥିଲେ ।ଶେଷରେ ସହକାରୀ ଶିକ୍ଷୟିତ୍ରୀ ଯମୁନା ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ ।ରୋପଣ କରି ଥିବା ଚାରା ଗୁଡ଼ିକ ଯତ୍ନର ସହ ବଢେଇବା ପାଇଁ ସମସ୍ତେ ସବୁଜ ଶପଥ ନେଇଥିଲେ । #kuchindtvlive #kuchinda #sambalpur #wildlife #bamra #forest

କୁଟୁରାଚୁଆଁ ହାଇ ସ୍କୁଲରେ ବନ ମହୋତ୍ସବ ପାଳିତ କୁଚିଣ୍ଡା:୮/୭ କୁଚିଣ୍ଡା ବ୍ଲକ ଅନ୍ତର୍ଗତ କୁଟୁରାଚୁଆଁ ସରକାରୀ ନୋଡାଲ ହାଇ ସ୍କୁଲ ପରିସରରେ ୭୭ ତମ ଜାତୀୟ ବନ ମହୋତ୍ସବ ପାଳିତ ହୋଇ ଯାଇଛି । ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ନାୟକ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ପରିବେଶବିତ୍ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଓ ସାମାଜିକ କର୍ମୀ ପୂର୍ବ ବ୍ଲକ ଅଧ୍ୟକ୍ଷ କରୁଣାକର କିସାନ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ । ସ୍କୁଲ ଅଡିଟୋରିଅମ ରେ ଆୟୋଜିତ ଏହି ଉତ୍ସବରେ ସବହୁ ସଂଖ୍ୟକ ଛାତ୍ର ଛାତ୍ରୀ ଓ ଅଭିଭାବକ, ଅଭିଭାବିକା ଙ୍କ ଉପସ୍ଥିତି ରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ,କୁଚିଣ୍ଡା ବନାଞ୍ଚଳ ର ବନ ପାଳ ଅନୁରାଧା ଖର୍ସେଲ, ବନରକ୍ଷୀ ସୁଶ୍ରୀ ପ୍ରତିଭା ବେହେରା ଅନ୍ୟତମ ବରିଷ୍ଠ ବନ କର୍ମଚାରୀ ଝରଣା ମୟ,ବସନ୍ତ ଚୌଧୁରୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ବୃକ୍ଷ ରୋପଣ ସହ ତାକୁ ବଞ୍ଚାଇ ରଖିବାର ଆବଶ୍ୟକତା ଉପରେ କହିଥିଲେ । ଏହା ପରେ ସହକାରୀ ଶିକ୍ଷକ ସୁଯୋଗ୍ୟ ପଟେଲ, ବଳରାମ ସାହୁ,ରାଜୀବ ସାହୁ ଓ ବଙ୍କିମ ପଧାନଙ୍କ ନେତୃତ୍ୱରେ ବିଭିନ୍ନ ସ୍ଲୋଗାନ ଦେଇ ଛାତ୍ର ,ଛାତ୍ରୀ ସ୍କୁଲ ପଡ଼ିଆକୁ ଯାଇ ପ୍ରାୟ ସହେ ଟି ଫଳ ଚାର। ରୋପଣ କରିଥିଲେ ।ଶେଷରେ ସହକାରୀ ଶିକ୍ଷୟିତ୍ରୀ ଯମୁନା ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ ।ରୋପଣ କରି ଥିବା ଚାରା ଗୁଡ଼ିକ ଯତ୍ନର ସହ ବଢେଇବା ପାଇଁ ସମସ୍ତେ ସବୁଜ ଶପଥ ନେଇଥିଲେ । #kuchindtvlive #kuchinda #sambalpur #wildlife #bamra #forest

Kochinda, Sambalpur | Jul 10, 2026

ରାହାସ ବିହାରୀ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ
କୁଚିଣ୍ଡା:୯/୭: କୁଚିଣ୍ଡା ବ୍ଲକର ଏକ ଅଗ୍ରଣୀ ଆବାସିକ ବିଦ୍ୟାଳୟ, ସାଲେଭାଡ଼ିସ୍ଥିତ ରାହାସ ବିହାରୀ ଉଚ୍ଚ ବିଦ୍ୟାଳୟର ୨୭ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି । ଏହି ଉପଲକ୍ଷେ ସ୍କୁଲର ପ୍ରଧାନ ଶିକ୍ଷକ ଚନ୍ଦ୍ରହାସ କର୍ଣ୍ଣଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ଅବସର ପ୍ରାପ୍ତ କଲେଜ୍ ଅଧ୍ୟକ୍ଷ ପରିବେଶବିତ୍ ସୁବାସ ଚନ୍ଦ୍ର ନାୟକ,ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କରୁଣା କର କିଷାନ୍ , ସ୍କୁଲ ପରିଚାଳନା କମିଟି ସଭାପତି ସନ୍ତୋଷ କୁମାର ପ୍ରଧାନ,ପ୍ରାକ୍ତନ ସଭାପତି ରବି ନାରାୟଣ ପଟେଲ,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବସନ୍ତ କୁମାର ଚୌଧୁରୀ ଓ ପୂର୍ବତନ ସମ୍ପାଦକ ଦେବାନନ୍ଦ ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ସ୍କୁଲ ଗଠନର ଇତିହାସ ସମ୍ପର୍କରେ ଆଲୋଚନା କରିବା ସହ ଛାତ୍ର,ଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ୱଳ କାମନା କରିଥିଲେ ।ପ୍ରାରମ୍ଭରେ ସହକାରୀ ଶିକ୍ଷକ ଭୈରବ କୁମାର ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେବା ସହ ମଞ୍ଚ କୁ ପରିଚାଳନା କରିଥିଲେ ।ଛାତ୍ରୀ ଗଣ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ ।ଶେଷରେ ଅନ୍ୟତମ ସହକାରୀ ଶିକ୍ଷକ ତ୍ରିଶଙ୍କର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।ଏହା ପରେ  ପରିଚାଳନା କମିଟି ସଭ୍ୟ ରାଜେନ୍ଦ୍ର କିଷାନ୍, ନରେନ୍ଦ୍ର ମୁଣ୍ଡା,ପ୍ରମୋଦ ପାତ୍ର, ଗଜାନନ କିଷାନ୍, ସଂସ୍କୃତ ଶିକ୍ଷକ ପ୍ରଦୀପ ପଣ୍ଡା,ଜୟନ୍ତ ନାୟକ,ରଞ୍ଜନ ନାୟକ, ସଞ୍ଜୀବ ପତେଲ, ରାଜେନ୍ଦ୍ର ସାହୁ, କରୁଣା କିଷାନ୍ ପ୍ରମୁଖ ଙ୍କ ନେତୃତ୍ୱରେ ବିଭିନ୍ନ ସ୍ଲୋଗାନ ଦେବା ସହ ପ୍ରତିଷ୍ଠା ଦିବସକୁ ସ୍ମୁତି ପୂର୍ଣ୍ଣ କରିବାକୁ ୧୨୭ ଟି ବିଭିନ୍ନ ପ୍ରଜାତିର ଚାରା ରୋପଣ କରା ଯାଇ ଥିଲା । #kuchindatvlive #kuchinda #sambalpur #school #OdishaNews

ରାହାସ ବିହାରୀ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ କୁଚିଣ୍ଡା:୯/୭: କୁଚିଣ୍ଡା ବ୍ଲକର ଏକ ଅଗ୍ରଣୀ ଆବାସିକ ବିଦ୍ୟାଳୟ, ସାଲେଭାଡ଼ିସ୍ଥିତ ରାହାସ ବିହାରୀ ଉଚ୍ଚ ବିଦ୍ୟାଳୟର ୨୭ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି । ଏହି ଉପଲକ୍ଷେ ସ୍କୁଲର ପ୍ରଧାନ ଶିକ୍ଷକ ଚନ୍ଦ୍ରହାସ କର୍ଣ୍ଣଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ଅବସର ପ୍ରାପ୍ତ କଲେଜ୍ ଅଧ୍ୟକ୍ଷ ପରିବେଶବିତ୍ ସୁବାସ ଚନ୍ଦ୍ର ନାୟକ,ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କରୁଣା କର କିଷାନ୍ , ସ୍କୁଲ ପରିଚାଳନା କମିଟି ସଭାପତି ସନ୍ତୋଷ କୁମାର ପ୍ରଧାନ,ପ୍ରାକ୍ତନ ସଭାପତି ରବି ନାରାୟଣ ପଟେଲ,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବସନ୍ତ କୁମାର ଚୌଧୁରୀ ଓ ପୂର୍ବତନ ସମ୍ପାଦକ ଦେବାନନ୍ଦ ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ସ୍କୁଲ ଗଠନର ଇତିହାସ ସମ୍ପର୍କରେ ଆଲୋଚନା କରିବା ସହ ଛାତ୍ର,ଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ୱଳ କାମନା କରିଥିଲେ ।ପ୍ରାରମ୍ଭରେ ସହକାରୀ ଶିକ୍ଷକ ଭୈରବ କୁମାର ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେବା ସହ ମଞ୍ଚ କୁ ପରିଚାଳନା କରିଥିଲେ ।ଛାତ୍ରୀ ଗଣ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ ।ଶେଷରେ ଅନ୍ୟତମ ସହକାରୀ ଶିକ୍ଷକ ତ୍ରିଶଙ୍କର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।ଏହା ପରେ ପରିଚାଳନା କମିଟି ସଭ୍ୟ ରାଜେନ୍ଦ୍ର କିଷାନ୍, ନରେନ୍ଦ୍ର ମୁଣ୍ଡା,ପ୍ରମୋଦ ପାତ୍ର, ଗଜାନନ କିଷାନ୍, ସଂସ୍କୃତ ଶିକ୍ଷକ ପ୍ରଦୀପ ପଣ୍ଡା,ଜୟନ୍ତ ନାୟକ,ରଞ୍ଜନ ନାୟକ, ସଞ୍ଜୀବ ପତେଲ, ରାଜେନ୍ଦ୍ର ସାହୁ, କରୁଣା କିଷାନ୍ ପ୍ରମୁଖ ଙ୍କ ନେତୃତ୍ୱରେ ବିଭିନ୍ନ ସ୍ଲୋଗାନ ଦେବା ସହ ପ୍ରତିଷ୍ଠା ଦିବସକୁ ସ୍ମୁତି ପୂର୍ଣ୍ଣ କରିବାକୁ ୧୨୭ ଟି ବିଭିନ୍ନ ପ୍ରଜାତିର ଚାରା ରୋପଣ କରା ଯାଇ ଥିଲା । #kuchindatvlive #kuchinda #sambalpur #school #OdishaNews

Kochinda, Sambalpur | Jul 10, 2026

କୁଚିଣ୍ଡା ମହାବିଦ୍ୟାଳୟ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ। ମୁଖ୍ୟ ଅତିଥି ଭାବେ ଯୋଗଦେଲେ କୁଚିଣ୍ଡା ଉପଜିଲ୍ଲାପାଳ #kuchindatvlive #kuchinda #kuchindacollege #viralpost #VanMahotsav #𝗦𝗮𝘃𝗲𝗟𝗶𝗳𝗲

କୁଚିଣ୍ଡା ମହାବିଦ୍ୟାଳୟ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ। ମୁଖ୍ୟ ଅତିଥି ଭାବେ ଯୋଗଦେଲେ କୁଚିଣ୍ଡା ଉପଜିଲ୍ଲାପାଳ #kuchindatvlive #kuchinda #kuchindacollege #viralpost #VanMahotsav #𝗦𝗮𝘃𝗲𝗟𝗶𝗳𝗲

Kochinda, Sambalpur | Jul 10, 2026