#ସୁନାବେଶରେ_ଝଲସୁଛନ୍ତି_କାଳିଆ_ସାଆନ୍ତ
ଭକ୍ତଙ୍କ ବିଶ୍ୱାସ, ସୁନାବେଶରେ ମହାପ୍ରଭୁଙ୍କ ଦର୍ଶନ କଲେ ଜୀବନର ସମସ୍ତ ଦୁଃଖ-ଦୁର୍ଦ୍ଦଶା ଦୂର ହୁଏ ଏବଂ ମନୋକାମନା ପୂରଣ ହୁଏ। ସେହି ଅଟୁଟ ବିଶ୍ୱାସ ଓ ଭକ୍ତିଭାବକୁ ନେଇ କାଳିଆର ଏହି ଅଦ୍ଭୁତ ସୁନାବେଶ ଦର୍ଶନ କରି ନିଜକୁ ଧନ୍ୟ ଧନ୍ୟ ମନେ କରୁଛନ୍ତି ଅସଂଖ୍ୟ ଭକ୍ତ। #ଜଗନ୍ନାଥସୁନାବେଶ #JagannathTemple #amarkuchinda #kuchinda #jaijagannath 🙏
Kochinda, Sambalpur | Jul 25, 2026