ବ୍ରଏଲର କୁକୁଡ଼ା ବୋଝେଇ ପିକଅପ ଦୁର୍ଘଟଣା
ଅନୁଗୁଳ ରୁ କୁଚିଣ୍ଡା ଦେଇ ବଣାଇଁ ଯାଉଥିବା ବେଳେ ତିଳେଇମାଲ ଗ୍ରାମରେ ଘଟିଥିଲା ଦୁର୍ଘଟଣା, ଦୁର୍ଘଟଣା ରେ କାହାରି କିଛି ହେଇନି l
#amarkuchinda #BreakingNews #BREAKING #kuchinda #accident #viralreelschallenge
Kochinda, Sambalpur | Jul 26, 2026