Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
Maharashtra
Bjp
National
Police
Bihar
कांग्रेस
हत्या
भारत
बीजेपी
Uttar_pradesh
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
Pm
Uttarpradesh
Haryana
Cricket
Uttarakhand
charchanews
ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ସୁକଳ ଗ୍ରାମ୍ ସ୍ଥିତ ସରକାରୀ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି ପ୍ରତି ଯୋଗିତ ମହାସମାରୋହରେ ଅନୁଷ୍ଠିତ ହେଇ ଯାଇଛି । ଶିଶୁ ମାନକ ମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣ କୁ ବିକଶିତ କରିବା ପାଇଁ ସରକାରଙ୍କ ତରଫରୁ ଆରମ୍ଭ ହେଇଥିବା ଏହି କାର୍ଯ୍ୟକ୍ରମ ଶିଶୁମାନଙ୍କ ପ୍ରତିଭା ପ୍ରଦର୍ଶନ ରେ ବେଶ ସହାୟକ ହେଉଛି ।ଓଡ଼ିଆ ସଂସ୍କୃତି ଓ ପରମ୍ପରା ଉପରେ ବିଭିନ୍ନ ନୃତ୍ୟଗୀତ ଆଦି ମଂରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସୃଜନ ଶିଳତା ଉପରେ ମଧ୍ୟ ଅନେକ ପ୍ରତି ଜୋଗିତା କରାଯାଇଥିଲା ।କ୍ଳସ୍ତରରୁ ପ୍ରାୟ 10ରୁ।ଉର୍ଦ୍ଧ ବିଦ୍ୟାଳୟ ଏହି କାର୍ଯ୍ୟ କ୍ରମରେ ଅଂଶ ଗ୍ରହଣ କରିଥିଲେ । #SurabhiCompetition #Surabhi2026 #Satyabadi #Sukala #PuriNews #OdishaEducation #SchoolNews #StudentTalent #OdiaCulture #OdishaNews #CharchaTV
Bhubaneswar M Corp, Khordha
| Oct 13, 2026
#surabhicompetition
#surabhi2026
#satyabadi
#sukala
#purinews
#odishaeducation
#schoolnews
#studenttalent
#odiaculture
#odishanews
#charchatv
MORE NEWS
ରୋଷେଇ ଘରେ ଆଗକୁ କିଛି ଦିନ ମଧ୍ୟରେ ହେବାକୁ ଯାଉଛି ଖାଇବା ତେଲ ମହାଙ୍ଗା ମାଡ଼, କାହିଁକି ଜାଣନ୍ତୁ!ll CharchaTv #oil #oilcrises #indianfood #edibleoils #pricehike
Bhubaneswar M Corp, Khordha | Oct 23, 2026
ଅକ୍ଟୋବର ୨୬ରୁ ବାଙ୍କୀ ମହୋତ୍ସବ 2026
Bhubaneswar M Corp, Khordha | Oct 23, 2026
#ପାରିଷଦଙ୍କ_ଆକସ୍ମିକ_ବିୟୋଗ ଯାଜପୁର ପୌରପାଳିକାର ୧୭ ନମ୍ବର ୱାର୍ଡର ପାରିଷଦ ତିଳୋତମା ସାହୁଙ୍କ ଆକସ୍ମିକ ବିୟୋଗ ହୋଇଯାଇଛି। ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ସମୟରେ ହୃଦଘାତରେ ମୃତ୍ୟୁ ଘଟିଛି। ତାଙ୍କର ପାର୍ଥୀବ ଶରୀର ଯାଜପୁରରେ ପହଞ୍ଚିବା ପରେ ମାନସାପୋହ୍ଲ ନିକଟରୁ ଏକ ଶୋଭାଯାତ୍ରାରେ ଯାଜପୁର ପୈାରପାଳିକା କାର୍ଯ୍ୟାଳୟକୁ ଅଣାଯାଇଥିଲା । ସେଠାରେ ଯାଜପୁର ପୈାରପାଳିକାର ଅଧ୍ୟକ୍ଷା ରଞ୍ଜୁଲତା ହୋତା, ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲିକ, ପୈାରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଲକ୍ଷ୍ମୀନ୍ଧର ରାଉତଙ୍କ ସମେତ ସମସ୍ତ ପାରିଷଦ ମାନେ ଉପସ୍ଥିତ ରହି ମର ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ତାଙ୍କ ମର ଶରୀରକୁ ତାଙ୍କ ଦେବୀଦ୍ୱାର ସ୍ଥିତ ବାସଭବନକୁ ଅଣାଯାଇଥିଲା । ସେଠାରେ ଯାଜପୁର ବିଧାୟିକା ସୁଜାତା ସାହୁ, ପୁର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ, ପୁର୍ବତନ ପୈାରପାଳ ଭବପ୍ରସାଦ ଦାସ ସେଠାରେ ପହଂଚି ଶେଷ ଦର୍ଶନ କରିବା ସହ ଶୋକ ବ୍ୟକ୍ତ କରିଛନ୍ତି । ଏହାକୁ ନେଇ ସମଗ୍ର ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। #jajpurmunicipality #lntvnetwork #jajpurkhabar #JajpurNews #Aeiodisha
Bhubaneswar M Corp, Khordha | Oct 23, 2026
#ଏ_ଖେଳକୁ_ବୁଝିବା_କଷ୍ଟ MMDR ବିଲ୍ର ଇତିହାସରୁ ଓଡ଼ିଶାର ଖଣିଜ ସମ୍ପଦ ପର୍ଯ୍ୟନ୍ତ | ରାଧାକାନ୍ତ ସେଠୀଙ୍କ ସହ Exclusive Interview #MMDRBill #MMDRAmendmentBill #OdishaMining #OdishaMineralWealth #MineralResources #OdishaPolitics #OdishaNews #RadhakantaSethi #CPIML#MiningInOdisha #SunilJena #ThePoliticsOdia
Bhubaneswar M Corp, Khordha | Oct 23, 2026
କୋଟିଆକୁ ନେଇ କାହିଁକି ଏତେ ଟଣାଓଟରା? ଆନ୍ଧ୍ରର ନିର୍ବାଚନୀ ପ୍ରସ୍ତୁତି, ଓଡ଼ିଶାର ଆଗାମୀ ପଦକ୍ଷେପ କ’ଣ? #landdispute #andhraodishadispute #kotia #andhragovernment
Bhubaneswar M Corp, Khordha | Oct 22, 2026
ଜେନେରେଟରରେ ଟାଣି ହୋଇଗଲା ମହିଳାଙ୍କ ଶାଢ଼ୀ ! ଅଳ୍ପକେ ବର୍ତ୍ତିଲା ପ୍ରାଣ, ଦେଖନ୍ତୁ ଏହି ଲୋମହର୍ଷଣକାରୀ ଭିଡିଓ...! #GeneratorAccident #CloseCall #ViralVideo #OdishaNews #KalingaNews #AccidentAwareness #ShockingVideo #OdiaReels #DailyNews #SafetyFirst
Bhubaneswar M Corp, Khordha | Oct 22, 2026
🚨 ମହୋବା ହସ୍ପିଟାଲରେ ଷଣ୍ଢଙ୍କ ରାଜ୍: ଇମରଜେନ୍ସି ଭିତରେ ପଶିଲେ ବୁଲା ଗାଈଗୋରୁ ! ଉତ୍ତରପ୍ରଦେଶର ମହୋବା ଜିଲ୍ଲା ହସ୍ପିଟାଲର ଜରୁରୀକାଳୀନ (ଇମରଜେନ୍ସି) ୱାର୍ଡକୁ ହଠାତ୍ ଦୁଇଟି ଷଣ୍ଢ ପଶି ଆସିଥିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ଷଣ୍ଢ ଫେରି ଯାଇଥିବା ବେଳେ ଅନ୍ୟଟି ସିଧାସଳଖ ଇମରଜେନ୍ସି ଭିତରକୁ ଚାଲିଯାଇଥିଲା, ଯାହା ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। 🏥🐂 #UPNews #Mahoba #HospitalSecurity #ViralNews #StrayCattle #KalingaNews #ViralNews @followers
Bhubaneswar M Corp, Khordha | Oct 22, 2026
ମାତ୍ର 10 ସେକେଣ୍ଡରେ ହୋଇଗଲା ଚୋରି ! ଦେଖନ୍ତୁ ଏହି ଆଶ୍ଚର୍ଯ୍ୟଜନକ ଭିଡିଓ... #CCTVFootage #ShopTheft #ViralVideo #OdiaNews #KalingaNews #CCTVCamera #ShockingVideo #CrimeNews #OdishaCrime #QuickTheft #DailyNews #ViralReels #Alert @followers
Bhubaneswar M Corp, Khordha | Oct 22, 2026
ଗଣପର୍ବ କୁମାର ପୂର୍ଣ୍ଣିମା ଓ ବାଙ୍କୀ ମହୋତ୍ସବ-୨୦୨୬କୁ ନେଇ ବ୍ଲକ ଅଧ୍ୟକ୍ଷା ପୁଷ୍ପଲତା ସାମନ୍ତଙ୍କ ପ୍ରତିକ୍ରିୟା #bankimohatshava #kumarpurnima #bankichairman
Bhubaneswar M Corp, Khordha | Oct 22, 2026