Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana

ସୋର: ଖଞ୍ଜାମାହାଲ ପଥର ଖାଦାନକୁ ବାଲେଶ୍ୱର ଉପ ଜିଲ୍ଲାପାଳଙ୍କ ଅଚାନକ ପରିଦର୍ଶନ

Soro, Balasore | Dec 13, 2025
ସୋର ଥାନା ଖଞ୍ଜାମାହାଲ ପଥର ଖାଦାନକୁ ବାଲେଶ୍ୱର ଉପ ଜିଲ୍ଲାପାଳ ଶିବ ମାଲବ୍ୟ ଅଚାନକ ଗ୍ରସ୍ତ କରିଥିବା ଜଣାପଡିଛି। ଖଞ୍ଜାମାହାଲ ପଥର ଖାଦାନ ଅଞ୍ଚଳରେ ୧୬୩ ଧାରାକୁ ଫୁ କରି ମାଫିଆ ମାନେ ପଥର ଚୋରି କରୁଥିବା ବେଳେ ପ୍ରଶାସନର ସବୁ ପ୍ରୟାସ ଫେଲ ମାରିଛି। ଗତ କିଛିଦିନ ତଳେ ଚୋରା ପଥର ଚାଲାଣ ରୋକିବାକୁ ବାଲେଶ୍ୱର ଜିଲ୍ଲାପାଳ ଏହି ଖାଦାନର ମୁଖ୍ୟ ରାସ୍ତାରେ ଏକ ପୁଲିସ କ୍ୟାମ୍ପ ବସାଇବା ସହିତ ୧୬୩ ଧାରା ଲାଗୁକରିଥିଲେ। ମାତ୍ର ମାଫିଆ ମାନେ ଖଣି ଅଧିକାରୀଙ୍କୁ ହାତ କରି ବେଆଇନ ପଥର ଚାଲାଣ କରୁଥିଲେ।ଉପ ଜିଲ୍ଲାପାଳ ଶିବ ମାଲବ୍ୟ ସୋର ତହସିଲ ଦାର ଦୈତାରି ମଲ୍ଲିକଙ୍କ ସହ ଚଢ଼ାଉକରିଥିଲେ।
ସୋର: ଖଞ୍ଜାମାହାଲ ପଥର ଖାଦାନକୁ ବାଲେଶ୍ୱର ଉପ ଜିଲ୍ଲାପାଳଙ୍କ ଅଚାନକ ପରିଦର୍ଶନ - Soro News