Public App Logo
Jansamasya
Heatwave
News
Bjp
National
Police
Bihar
कांग्रेस
मौत
भाजपा
विधायक
Congress
Modi
Delhi
Viral
Odisha
Rajasthan
अमित_शाह
दिल्ली
Breakingnews
Narendramodi
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
शादी
Crimenews

ଘସିପୁରା: ତିଗିରିଆ କୁରାଳ ପଞ୍ଚମୀ ରେ ଯୋଗଦେଲେ କେନ୍ଦୁଝର ସାଂସଦ ଅନନ୍ତ ନାଏକ

Ghasipura, Kendujhar | Nov 28, 2025
ଘସିପୁରା ବ୍ଲକ ଅନ୍ତର୍ଗତ ତିଗିରିଆ ଗ୍ରାମର କୁରାଳ ପଞ୍ଚମୀ ରେ କେନ୍ଦୁଝର ସାଂସଦ ମାନ୍ୟବର ଅନନ୍ତ ନାଏକ ଯୋଗଦେଇ ଲକ୍ଷ୍ମୀନାରାୟଣ ଙ୍କ ଆଶିର୍ବାଦ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଘସିପୁରା ସାଂସଦ ପ୍ରତିନିଧି ଶିବେନ୍ଦ୍ର ଚକ୍ର ଘଟଗାଁ ସାଂସଦ ପ୍ରତିନିଧି ଅଖିଳ ପାତ୍ର ମଣ୍ଡଳ ସଭାପତି ଅଜୟ ବାରିକ ଜିଲ୍ଲା ଯୁବମୋର୍ଚ୍ଚା ଉପ ସଭାପତି ଆକାଶ ସାହୁ ଉପସ୍ଥିତ ରହିଥିଲେ।

MORE NEWS

ଘସିପୁରା: ତିଗିରିଆ କୁରାଳ ପଞ୍ଚମୀ ରେ ଯୋଗଦେଲେ କେନ୍ଦୁଝର ସାଂସଦ ଅନନ୍ତ ନାଏକ - Ghasipura News