ବାଲେଶ୍ୱର: ବିଜେପି ନେତାଙ୍କ ବଡଭାଇଙ୍କ ଏକାଦଶାହରେ ଯୋଗଦେଲେ ରେମୁଣା ବିଧାୟକ
Baleshwar, Balasore | Oct 6, 2026
ବାଲେଶ୍ୱର ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ାଙ୍କ ବଡଭାଇ ସ୍ବର୍ଗତ ମନ୍ମଥ କୁମାର ପରିଡ଼ାଙ୍କ ଏକାଦଶାହ ଓ ସ୍ମୃତି ସଭାରେ ଯୋଗଦେଲେ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ।