ଦେବଗଡ: କଣ୍ଢଳରେ ପତିତପାବନ ସାହିତ୍ୟ ସଂସଦର 21 ତମ ବାର୍ଷିକ ସାରସ୍ବତ ମହୋତ୍ସବ
ଦେବଗଡ଼ କଣ୍ଢଳରେ ପତିତପାବନ ସାହିତ୍ୟ ସଂସଦର 21 ତମ ସାରସ୍ବତ ମହୋତ୍ସବ ଅନୁଷ୍ଠିତ। ରାଜ୍ୟସ୍ତରୀୟ ବାମଣ୍ଡା ସାରସ୍ବତ ସମ୍ମାନ ପ୍ରଫେସର ଦାଶ ବେନହୁରଙ୍କୁ ପ୍ରଦାନ କରାଯାଇଥିବା ବେଳେ କବି ସମ୍ମିଳନୀରେ 70 ରୁ ଅଧିକ କବି ଅଂଶଗ୍ରହଣ କରିଥିଲେ।