ଧର୍ମଶାଳା: ବ୍ୟାସନଗର ଜେମ୍ସ ସ୍କୁଲରେ 'ମାଆଙ୍କ ପାଇଁ ଗୋଟିଏ ଦିନ' କାର୍ଯ୍ୟକ୍ରମ ପାଳିତ
ବ୍ୟାସନଗର ଜେମ୍ସ ସ୍କୁଲରେ 'ମାଆଙ୍କ ପାଇଁ ଗୋଟିଏ ଦିନ' ଉତ୍ସବ ପାଳିତ ହୋଇଛି। ଏଥିରେ ପ୍ରାୟ ୨୦୦ ମାଆ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ମାଆମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା।