Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana

ସୋର: ପ୍ରଶାସନର ପାତର ଅନ୍ତର ନୀତି ବିରୋଧରେ ମାଣତ୍ରୀ ଛକରେ ରାସ୍ତା ଅବରୋଧ କରିବା ସହ ମାଲ ବୋଝେଇ ଗାଡିକୁ ଅଟକାଇଲେ ସ୍ଥାନୀୟ ଲୋକେ

Soro, Balasore | Dec 19, 2025
ସୋର ଥାନା ବାଗୁଡ଼ି ଖାଦାନରେ ପ୍ରଶାସନର ପାତର ଅନ୍ତର ନୀତିକୁ ବିରୋଧ କରି ମାଣତ୍ରୀ ଛକ ନିକଟରେ ବାଗୁଡ଼ି ଖାଦାନରୁ ଆସୁଥିବା ମାଲ ବୋଝେଇ ଡମ୍ପର ଗୁଡିକୁ ଅଟକାଇ ସୋର ଗୋପୀନାଥପୁର ରାସ୍ତାକୁ ସ୍ଥାନୀୟ ଲୋକେ ଅବରୋଧ କରିଥିଲେ। ବାଗୁଡ଼ି ଖାଦାନ ରେ ଥିବା ସମସ୍ତ କ୍ଵାରୀ ଗୁଡିକର ଲିଜ ସମାପ୍ତ ହୋଇଯାଇଥିବା ବେଳେ ଖାଦାନରୁ ବେଆଇନ ପଥର ଚାଲାଣ ହେଉଥିଲା। ଏହି ଖବର ଜାଣିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଖାଦାନର ୪ ନମ୍ବର ସାଇଡରେ ୧୬୩ ଧାରା ଲାଗୁ କରାଯାଇ ପୁଲିସ କ୍ୟାମ୍ପ କରା ଯାଇଛି।କିନ୍ତୁ ମହୁମୁହାଣ ସାଇଡ଼ରେ ୧୬୩ ଧାରା ଲାଗୁ ହୋଇଥିଲେ ସୁଦ୍ଧା ସେଠାରେ ପୁଲିସ କ୍ୟାମ୍ପ କରାଯାଇନାହିଁ
ସୋର: ପ୍ରଶାସନର ପାତର ଅନ୍ତର ନୀତି ବିରୋଧରେ ମାଣତ୍ରୀ ଛକରେ ରାସ୍ତା ଅବରୋଧ କରିବା ସହ ମାଲ ବୋଝେଇ ଗାଡିକୁ ଅଟକାଇଲେ ସ୍ଥାନୀୟ ଲୋକେ - Soro News