କଟକ ପୌରାଞ୍ଚଳ: ଏହିଅବର୍ଷ କଟକ ଦୁର୍ଗା ପୂଜା ପାଇଁ 7ଟି ପୂଜା ମଣ୍ଡପକୁ ଆୱାର୍ଡ଼ ଦେବାର ନିଷ୍ପତ୍ତି
କଟକ ସିଗ୍ନେଚର ପରିଚାଳନା କମିଟି ଦ୍ୱାରା ଶାରଦୀୟ ଦୁର୍ଗା ପୂଜା ପାଇଁ ବିଭିନ୍ନ ପ୍ରସ୍ତାବ ନେଇ ପ୍ରସ୍ତୁତି ସଭା ହୋଇଛି। ସୁସଂଗଠିତ କାର୍ଯ୍ୟକ୍ରମ ଅନ୍ତର୍ଗତ ସାତଟି ପୂଜା ମଣ୍ଡପକୁ ଆୱାର୍ଡ଼ ଦେବା ଏବଂ ବିଭିନ୍ନ ପୂଜା ମଣ୍ଡପକୁ ମାନପତ୍ର ଓ ଫଳକ ଦେଇ ସମ୍ମାନିତ କରାଯିବ।