Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews

କୋଟପାଡ: ତେନ୍ତୁଳିଗୁଡା ଗ୍ରାମରେ ଅବକାରୀ ଚଢ଼ାଉ, ଦେଶୀ ମଦ ଜବତ ସହ ଜଣେ ଗିରଫ l

Kotpad, Koraput | Nov 19, 2025
ବୈପାରିଗୁଡା ଅବକାରୀ ଥାନା ଅନ୍ତର୍ଗତ ତେନ୍ତୁଳିଗୁଡା ଗ୍ରାମରେ ଅବକାରୀ ଚଢ଼ାଉ, ଜଣେ ଗିରଫ l ଆଜି ଅପରାହ୍ନ ଚାରିଟା ସମୟରେ ତେନ୍ତୁଳିଗୁଡାରେ ପହଞ୍ଚିଥିଲେ l ମଦ ରନ୍ଧା ହେଉଥିବା ସମୟରେ ଭାଟିରେ ଚଢ଼ଉ କରି ଭାଟି ଭାଙ୍ଗିବା ସହ ଏକ ପନ୍ଦର ଶହ ଲିଟର ମହୁଲ ପୋଚ ଏବଂ କୋଡ଼ିଏ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରଯାଇଛି l ଏଥିସହ ମଦ ବ୍ୟବସାୟୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବୈପାରିଗୁଡା ଅବକାରୀ ଓଆଇସି ଭଗବାନ ମହାନନ୍ଦିଆ ସୂଚନା ଦେଇଛନ୍ତି।