କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଯୁବ ରେଡକ୍ରସ୍ ବାର୍ଷିକ ବୈଠକ ଅନୁଷ୍ଠିତ: ନିଆଗଲା ବଡ଼ ନିଷ୍ପତ୍ତି
Kalahandi, Kalahandi | Oct 4, 2026
ଭବାନୀପାଟଣାସ୍ଥିତ ମାଁ ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ଜିଲ୍ଲା ଯୁବ ରେଡକ୍ରସ୍ ବାର୍ଷିକ ବୈଠକ। ଜିଲ୍ଲାର ୧୨୩ଟି କଲେଜର ପ୍ରତିନିଧି ଯୋଗଦେଇ ୨୦୨୬-୨୭ ଶିକ୍ଷା ବର୍ଷ ପାଇଁ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଓ ପ୍ରଶିକ୍ଷଣ ଶିବିର ଆୟୋଜନ ନେଇ ଆଲୋଚନା କରିଛନ୍ତି।