Public App Logo
Jansamasya
Viral
Jharkhand
���ेट्रोल
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
���ादी
Crimenews
Bareilly
Bcci
Agra
Breaking
Aimim
Railway
Biharnews
Fatehpur
Kanganaranaut
Amitshah
Meerut
Fire
Jhansi

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ବିଜେପି ରାଜ୍ୟ ସଭାପତି ନିର୍ବାଚନ ପ୍ରସଙ୍ଗ, ବିଜେପି ପାର୍ଟି ଅଫିସରେ ପ୍ରତିକ୍ରିୟା ରଖିଲେ ସାଂସଦ ପ୍ରଦୀପ ପୁରୋହିତ

ବିଜେପି ରାଜ୍ୟ ସଭାପତି ନିର୍ବାଚନ ପ୍ରସଙ୍ଗ | ଯିଏ ସଭାପତି ନାମାଙ୍କନ ଭରିବେ ତାଙ୍କ ପାଖକୁ ନିର୍ଦ୍ଦେଶ ଯାଇ ସରିଥିବ | ରାଜ୍ୟ ବିଜେପି ସଭାପତି କିଏ ହେବେ ? ବିଜେପି ସାଂସଦ ପ୍ରଦୀପ ପୁରୋହିତ ଦେଲେ ସୂଚନା । ଯିଏ ସଭାପତି ନାମାଙ୍କନ ଭରିବେ ତାଙ୍କ ପାଖକୁ ନିର୍ଦ୍ଦେଶ ଯାଇ ସରିଥିବ। ଆଉ ଏକ ଘଣ୍ଟା ଅପେକ୍ଷା କରନ୍ତୁ । ଏସବୁ ଜଣା ପଡ଼ିଯିବ । ଦୁଇ ଜଣ କେବେ ନାମାଙ୍କନ ଭରିବେ ନାହିଁ । ସହମତି ଭିତ୍ତିରେ ହେବ ବିଜେପି ରାଜ୍ୟ ସଭାପତି ନିର୍ବାଚନ । କେନ୍ଦ୍ରୀୟ ନେତୃତ୍ବ ଏହାକୁ ନେଇ ଯେଉଁ ନିଷ୍ପତି ନେବେ, ତାକୁ ସମସ୍ତେ ମାନିବେ ।

MORE NEWS