Public App Logo
Jansamasya
National
Bihar
���ीजेपी
Uttar_pradesh
Congress
Modi
Delhi
Viral
Jharkhand
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
���ादी
Crimenews
Bareilly
Bcci
Agra
Breaking
Aimim
Railway
Biharnews

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ରାହୁଲ ଗାନ୍ଧୀଙ୍କ ଓଡିଶା ଗସ୍ତ ନେଇ କଂଗ୍ରେସ ଭଵନ ରେ ପିସିସି ସଭାପତି ଭକ୍ତ ଦାସ ଙ୍କ ପ୍ରତିକ୍ରିୟା

ରାହୁଲଙ୍କ ଗସ୍ତ କୁ ନେଇ ପିପିସି ସଭାପତି ଭକ୍ତ ଦାସଙ୍କ ପ୍ରତିକ୍ରିୟା | ରାଜ୍ୟରେ ରାହୁଲ ଙ୍କ ଗସ୍ତ କୁ ନେଇ ଭୟଙ୍କର ଵେବସ୍ତା କରୁଛି ପ୍ରଦେଶ କଂଗ୍ରେସ। ଓଡିଶା ରେ ସମ୍ଭିଧାନ ବଞ୍ଚାଓ ସମାବେଶ କରିବେ ରାହୁଲ। ଆସନ୍ତା 9 ତାରିଖ ଟ୍ରେଡ଼ ୟୁନୀୟନ ଭାରତ ବନ୍ଦ ଡାକରା କୁ ପ୍ରଦେଶ କଂଗ୍ରସ ରେ ସମର୍ଥନ। ଦରକାର ପଡିଲେ ରାଜରାସ୍ତା କୁ କଂଗ୍ରେସ କର୍ମୀ ରାଜ ରାସ୍ତାକୁ ଓଲ୍ଲାଇବେ।