ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ରାଜଧାନୀ ରେ ପ୍ରବଳ ବର୍ଷା;ବଡ଼ଗଡ଼ ପାଣି ସମସ୍ୟାର ସମାଧାନ କଲା ବିଏମସି ଏବଂ Irrigation ଡିପାର୍ଟମେଣ୍ଟ
ରାଜଧାନୀ ରେ ପ୍ରବଳ ବର୍ଷା l ଆଜି ବଡ଼ଗଡ଼ ପାଣି ସମସ୍ୟାର ସମାଧାନ କଲା BMC & Irrigation Department। ରାଜଧାନୀରେ ବର୍ଷା ହେବା ମାତ୍ରକେ ଘରେ ପଶୁଛି ଡ୍ରେନ ପାଣି। ପେଟେ ପେଟେ ପାଣିରେ ଯାତାୟତ କରୁଛନ୍ତି ଲୋକେ। କିଛି ଦିନ ପୃର୍ବରୁ ଏପରି କିଛି ସମସ୍ୟା ଦେଖିବାକୁ ମିଳିଥିଲା ଭୁବନେଶ୍ୱର ର ବଡ଼ଗଡ଼ ଅଞ୍ଚଳରେ । ଏହି ଘଟଣା ପରେ Irrigation Department। ନିଦ ଭାଙ୍ଗିଲା ଏବଂ ଦୀର୍ଘଦିନ ହେବ ପଡିରହିଥିବା କାର୍ଯ୍ୟକୁ ଆରମ୍ଭ କରିଛି। ବଡ଼ଗଡ଼ରୁ ଝାଡପଡ଼ା କୁ ସଂଯୋଗ କରୁଥିବା କେନାଲ ରେ କିପରି ପାଇପ୍ ସାହାଯ୍ୟରେ ଜଳ ନିଷ୍କାସନ ହୋଇପାରିବ ସେନେଇ କାମ କରୁଛି l