Public App Logo
Jansamasya
News
पुलिस
Bjp
National
Police
Bihar
बिहार
कांग्रेस
मौत
बीजेपी
विधायक
Congress
Modi
Delhi
Viral
Odisha
Rajasthan
अमित_शाह
दिल्ली
Breakingnews
Narendramodi
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
शादी

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ୱାର୍ଡ଼ ନଂ -୫୪ ଠାରେ ଜଗନ୍ନାଥ ଶ୍ରୀଜିଉଙ୍କ ପବିତ୍ର ସୁନାବେଶ ଅବସରରେ ଦର୍ଶନ କଲେ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ

ଏକାମ୍ର ନିର୍ବାଚନ ମଣ୍ଡଳୀର ୱାର୍ଡ଼ ନଂ -୫୪ ଠାରେ ଜଗନ୍ନାଥ ଶ୍ରୀଜିଉଙ୍କ ପବିତ୍ର ସୁନାବେଶ ଅବସରରେ ଦର୍ଶନ କଲେ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ | ବିଧାୟକ ମୋହଦୟ ସାମିଲ ହୋଇ କହିଛନ୍ତି ଏହା ମୋର ସୌଭାଗ୍ୟ । ଆଜି ମହଣ ମହଣ ସୁନାରେ ସଜେଇ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଏହି ବିଶେଷ ଦିନରେ ସମଗ୍ର ଜଗତ ଦେଖିପାରିବ ମହାପ୍ରଭୁଙ୍କ ଅପୂର୍ବ ରୂପ । ମହାପ୍ରଭୁଙ୍କ ପାଖରେ ସମସ୍ତଙ୍କ ମଙ୍ଗଳ କାମନା କରୁଛି ।