ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡିରେ ବାତ୍ୟା ସହାୟତାକୁ ନେଇ ଅସନ୍ତୋଷ: ପୌର ପରିଷଦ ଘେରାଉ ପାଇଁ ଚେତାବନୀ
ପାରଳାଖେମୁଣ୍ଡି ସମୁଟିଆ ସାହିରେ ବାତ୍ୟା କ୍ଷୟକ୍ଷତି ସହାୟତାକୁ ନେଇ ଉତ୍ତେଜନା। ପ୍ରକୃତ କ୍ଷତିଗ୍ରସ୍ତ ସହାୟତାରୁ ବଞ୍ଚିତ ହେଉଥିବା ଅଭିଯୋଗ କରି ପୌର ପରିଷଦ ଘେରାଉ ପାଇଁ ଚେତାବନୀ ଦେଲେ ବସ୍ତିବାସୀ। ସଠିକ ତଦାରଖ କରି ନ୍ୟାୟ ଦେବାକୁ ଦାବି।