ଆତ୍ମନିର୍ଭର ଭାରତ ଘରେ ଘରେ ସ୍ବଦେଶୀ ପ୍ରତୀଘରେ ସ୍ବଦେଶୀ ଆମ ମାନ୍ୟବର ପ୍ରିୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ ଙ୍କ ତତ୍ୱାବଧାନରେ ଆଜି ଲୋଇସିଂହା ଉଗ୍ରସେନ ଭବନ ଠାରେ ବିଧାନସଭା ସ୍ତରୀୟ ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଏହି କାର୍ଯ୍ୟକ୍ରମ ରେ ଅଞ୍ଚର ପ୍ରତିଷ୍ଠିତ କୃଷକ, ଗୋ ପାଳକ, ମସ୍ୟ ଚାଷୀ, କୁକୁଡ଼ା ଚାଷୀ, ଛତୁଆ, ଛତି, ପାମ୍ପଡ, ଆଦି କ୍ଷୁଦ୍ର ବ୍ୟବସାୟୀ ଙ୍କ ସହିତ ସଫଳ SHG ମହିଳା ମାନଙ୍କୁ ସମ୍ମାନିତ କାରାଗଲା I ଭାତର ବର୍ଷର ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଙ୍କ ଆହ୍ୱାନ କ୍ରମେ "ଘରେ ଘରେ ସ୍ବଦେଶୀ,