#ଭିଜିଲାନ୍ସ_ଜାଲରେ_କୋଟିପତି_ଏବିଇଓ
- ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଯାଜପୁର ଜିଲ୍ଲା ଧର୍ମଶାଳାର ଏବିଇଓ (ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ) ଜୟଦେବ ଜେନାଙ୍କ ସହ ଜଡ଼ିତ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି ଓଡ଼ିଶା ଭିଜିଲାନ୍ସ
- ତାଙ୍କ ଆୟର ଉତ୍ସ ତୁଳନାରେ ଅଧିକ ସମ୍ପତ୍ତି ଥିବା ଅଭିଯୋଗରେ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍, ବ୍ରହ୍ମପୁରଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି ଚଢ଼ାଉ କରାଯାଉଛି
- ୩ ଜଣ ଅତିରିକ୍ତ ଏସ୍ପି, ୪ ଜଣ ଡିଏସ୍ପି, ୯ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ସହଯୋଗୀ କର୍ମଚାରୀଙ୍କୁ ନେଇ ଗଠିତ ଭିଜିଲାନ୍ସ ଟିମ୍ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି
- ଭୁବନେଶ୍ୱର, ଗଞ୍ଜାମ ଓ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ତଲାସୀ ଚାଲିଛି
#crime #Dagara #CrimeNews #Corruption #education #vigilance #OdishaNews
ODISHA VIGILANCE LAUNCHES DA SEARCHES AT 7 LOCATIONS OF ABEO, DHARMASALA, JAJPUR ON THE ALLEGED POSSESSION OF DA*.
Today i.e on 12.10.2026, on the allegation of possession of disproportionate assets( DA) by Jayadev Jena, ABEO, Dharmasala, Jajpur beyond his known sources of income, simultaneous house searches are being conducted by Odisha Vigilance led by 3 Addl SPs, 4 DSPs, 9 Inspectors, and other supporting staff on the strength of search warrants issued by the Hon'ble Special Judge, Vigilance, Brahmapur at his following places in Bhubaneswar, Ganjam, Jajpur. 👇
1) Triple storeyed building at Patrapada, Bhubaneswar.
2) Double storeyed building at P. Nuagaon, Ganjam.
3) Another building at P.Nuagaon, Ganjam
4) House of his relative at Burujhari, Ganjam,
5) House of his relative at Janani Vihar, Khandagiri, Bhubaneswar.
6) Rented residential house at Jarka, Jajpur
7) Office chamber at Jarka, Jajpur.
Searches continuing. Further report follows.
Raurkela M, Sundargarh | Oct 12, 2026