ପାରଳାଖେମୁଣ୍ଡି: ସ୍ୱାସ୍ଥ୍ୟ କେନ୍ଦ୍ର ଛାତରୁ ଖସିଲା ପଲସ୍ତରା, ବଡ଼ ଅଘଟଣରୁ ରକ୍ଷା
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହଳ ସ୍ବାସ୍ଥ୍ୟ ପରିକ୍ଷା ଚିକିତ୍ସା କେନ୍ଦ୍ରର ୫୦୭ ନମ୍ବର ଦନ୍ତ ଚିକିତ୍ସା କକ୍ଷ ନିକଟରେ ଛାତରୁ ପଲସ୍ତରା ଖସିପଡ଼ିଛି। ସେଠାରେ କେହି ନଥିବାରୁ ବଡ଼ ଅଘଟଣ ଟଳିଯାଇଛି। କାର୍ଯ୍ୟର ଗୁଣବତ୍ତା ନେଇ ପ୍ରଶ୍ନ ଉଠିଛି।