ଭୁବନେଶ୍ୱର: ରାଜଧାନୀରେ କଳା କାଚ ଥିଲେ ବଡ଼ ଜୋରିମାନା, ଟ୍ରାଫିକ ପୋଲିସ ସକ୍ରିୟ ଯାଞ୍ଚ
Bhubaneswar, Khordha | Sep 9, 2026
ରାଜଧାନୀର ଏଜି ଛକରେ ଟ୍ରାଫିକ ପୋଲିସ ଗାଡିରେ କଳା କାଚ ଥିବା ଉପରେ କଠୋର ଯାଞ୍ଚ କରୁଛନ୍ତି। ବ୍ଲାକ ଫିଲ୍ମ ଲଗାଇଥିବା ଗାଡି ଚାଳକ ଉପରେ ଜୋରିମାନା ଆଦାୟ କରାଯାଉଛି। ଆପଣଙ୍କର ଗାଡିରେ କଳା କାଚ ରହିଛି କି ନାହିଁ, ଦୟାକରି ଯାଞ୍ଚ କରନ୍ତୁ।