କଳାହାଣ୍ଡି: ଭବାନିପାଟଣାରେ ଜିଲ୍ଲା ଯୋଜନା କମିଟି ବୈଠକରେ ବିକାଶ ବିଷୟ ଆଲୋଚନା
Kalahandi, Kalahandi | Aug 19, 2026
ଭବାନିପାଟଣା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ଯୋଜନା କମିଟି ବୈଠକ ହେଲା। ବିଭାଗୀୟ ଅଧିକାରୀ ସହ ଧର୍ମଗଡ଼ ବିଧାୟକ ସୁଧିର ପାଟ୍ଟଯୋଶୀ ଅଧ୍ୟକ୍ଷତାରେ ବିକାଶ ଓ ସମସ୍ୟା ସମାଧାନ ବିଷୟରେ ଆଲୋଚନା ହୋଇଥିଲା।