🚨 ଦୁର୍ନୀତି ବିରୋଧରେ ସଚେତନତାର ବାର୍ତ୍ତା, ସୁନ୍ଦରଗଡ଼ରେ ସଚେତନତା ରାଲି!
ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ସୁନ୍ଦରଗଡ଼ରେ ଆୟୋଜିତ ହୋଇଛି ଏକ ସଚେତନତା ରାଲି।
ଦୁର୍ନୀତିମୁକ୍ତ ସମାଜ ଗଠନ, ସ୍ୱଚ୍ଛ ଓ ଦାୟିତ୍ୱବାନ ପ୍ରଶାସନ ସହ ଜନସାଧାରଣଙ୍କ ମଧ୍ୟରେ ଦୁର୍ନୀତି ବିରୋଧୀ ମନୋଭାବ ସୃଷ୍ଟି କରିବା ଏହି ରାଲିର ମୁଖ୍ୟ ଉଦ୍ଦେଶ୍ୟ।
ଆସନ୍ତୁ, ଦୁର୍ନୀତି ବିରୋଧରେ ସ୍ୱର ଉଠାଇବା, ଏକ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ସମାଜ ଗଠନରେ ସହଭାଗୀ ହେବା।
#AntiCorruptionWeek #AntiCorruption #CorruptionFreeIndia #AwarenessRally #Sundargarh #OdishaNews #SundargarhUpdateLive
Sundargarh, Sundargarh | Oct 31, 2026