Public App Logo
Jansamasya
News
���ुलिस
Bjp
National
Bihar
���ीजेपी
Uttar_pradesh
Congress
Modi
Delhi
Viral
Jharkhand
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
���ादी
Crimenews
Bareilly
Bcci
���प
Agra

ତଲସରା: ରୁନଗାଁ ଗ୍ରାମ ରେ ଶବଦାହ ଗୃହ ଓ ବିଶ୍ରାମସ୍ଥଳ ନିର୍ମାଣ ଦାବି

Talasara, Sundargarh | Dec 11, 2025
ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକ୍ ଅନ୍ତର୍ଗତ ଛତିଶଗଡ ଓ ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ରୁନଗାଁ ଗ୍ରାମରେ ଶବ ଦାହ ଗୃହ ଓ ବିଶ୍ରାମ ସ୍ଥଳ ନିର୍ମାଣ ପାଇଁ ଗ୍ରାମବାସୀ ମାନେ ଜିଲ୍ଲାପାଳ ଙ୍କ ଜନଶୁଣାଣୀ ପୋର୍ଟାଲ ରେ ଦାବି ଜଣାଇଥିଲେ। ମୃତ ବ୍ୟକ୍ତି ଙ୍କ ଉଚିତ୍ ସମ୍ମାନାର୍ଥେ ଶବ ଦାହ ସଂସ୍କାର ସମୟରେ ମୃତକ ଙ୍କ ପରିବାର,ଜ୍ଞାତି କୁଟୁମ୍ବ ଘୋର ହଇରାଣ ହୋଇଥାନ୍ତି। ରୁନଗାଁ ପଞ୍ଚାୟତ ରେ ଆଠ ଟି ରାଜସ୍ବ ଗ୍ରାମ ଥିବାବେଳେ ଅଦ୍ୟାବଧି ସରକାର ଙ୍କ ଦ୍ଵାରା ଗୋଟିଏ ହେଲେ ଶବଦାହ ଗୃହ ନିର୍ମାଣ କରାଯାଇନାହିଁ। ପଞ୍ଚାୟତ କିମ୍ବା ବ୍ଲକ୍ ତରଫରୁ କାର୍ଯ୍ୟ ଖସଡ଼ା ରେ ସ୍ଥାନ ଦିଆଯାଇନାହିଁ।