ବାତ୍ୟା ‘ଅର୍ଣ୍ଣବ’କୁ ନେଇ କୋରାପୁଟ ଜିଲ୍ଲା ପ୍ରଶାସନ ସତର୍କ!
ବାତ୍ୟା ‘ଅର୍ଣ୍ଣବ’ର ସମ୍ଭାବ୍ୟ ପ୍ରଭାବକୁ ନଜରରେ ରଖି କୋରାପୁଟ ଜିଲ୍ଲା ଜରୁରୀକାଳୀନ ପରିଚାଳନା କକ୍ଷରେ ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରାଯାଇଛି।
ଏହି ସମୟରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ.ଭି. ସିଂହଦେଓ, କୋରାପୁଟ ବିଧାୟକ, ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଉପସ୍ଥିତିରେ ପାଣିପାଗ ସମ୍ପର୍କିତ ସୂଚନା, ଜରୁରୀକାଳୀନ ବ୍ୟବସ୍ଥା ଓ ବାତ୍ୟା ମୁକାବିଲା ପ୍ରସ୍ତୁତିର ତଦାରଖ କରାଯାଇଛି।
ବାତ୍ୟା ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତୁତି
ଜନସାଧାରଣଙ୍କୁ ଅନୁରୋଧ—ପାଣିପାଗ ବିଭାଗ ଓ ଜିଲ୍ଲା ପ୍ରଶାସନର ସରକାରୀ ସୂଚନା ଉପରେ ନଜର ରଖନ୍ତୁ ଏବଂ ଅଯଥା ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ।
📺 JEYPORE BREAKING
ଆପଣଙ୍କ ଅଞ୍ଚଳର ସତ୍ୟ ଓ ତାଜା ଖବର ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ।
#CycloneArnab #Koraput #OdishaNews #CycloneAlert #JeyporeBreaking #KoraputNews #OdishaWeatherCycloneArnab #Koraput #OdishaNews #CycloneAlert #JeyporeBreaking #KoraputNews #OdishaWeather