PMR ସଫେଇ ସଂସ୍ଥା ନାଁରେ ସାଂଘାତିକ ଅଭିଯୋଗ! ଜୟପୁର ସହରରେ ସଫେଇ ବ୍ୟବସ୍ଥା ଫେଲ୍?
ଜୟପୁର ପୌରପାଳିକା ଅଞ୍ଚଳରେ ସଫେଇ ବ୍ୟବସ୍ଥାକୁ ନେଇ ବଡ଼ ପ୍ରଶ୍ନ! PMR ସଫେଇ ସଂସ୍ଥା ଉପରେ ଆସିଲା ସାଂଘାତିକ ଅଭିଯୋଗ। ସହର ସଫା ରଖିବା ଦାୟିତ୍ୱ ଯାହା ଉପରେ, ତା'ର କାର୍ଯ୍ୟକୁ ନେଇ ଅସନ୍ତୋଷ। ଏହି ଅଭିଯୋଗ ଉପରେ ପୌରପାଳିକା କ'ଣ କାର୍ଯ୍ୟାନୁଷ୍ଠାନ ନେବ? ଆପଣଙ୍କ ମତ କଣ? କମେଣ୍ଟରେ ଜଣାନ୍ତୁ।
#JeyporeBreaking #Jeypore #JeyporeMunicipality #PMRSafaiSanstha #JeyporeNews #KoraputNews #OdishaNews #JeyporeMunicipalityNews #BreakingNews
Koraput, Koraput | Oct 22, 2026