ତାଳଚେର: ତାଳଚେର ଗସ୍ତ କଲେ ଅନୁଗୋଳ ଜିଲ୍ଲାପାଳ, ସମୀକ୍ଷା କଲେ ଉନ୍ନୟନମୂଳକ କାର୍ଯ୍ୟ
Talcher, Angul | Nov 21, 2026
ଅନୁଗୋଳ ଜିଲ୍ଲାପାଳ ଅବଦାଲ ଏମ୍. ଅଖତର ଆଜି ତାଳଚେର ପୌରାଞ୍ଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କ୍ଷେତ୍ରସ୍ତରୀୟ ସମୀକ୍ଷା କରିଛନ୍ତି। ଏହି ସମୟରେ ତାଳଚେର ଉପ-ଜିଲ୍ଲାପାଳ ଶ୍ରୀ ପ୍ରଜ୍ଞାନନ୍ଦନ ଗିରି ଉପସ୍ଥିତ ଥିଲେ।