ଲାଞ୍ଜିଗଡ: ଭବାନୀପାଟଣାରେ ବର୍ଗ B ପଜିଟିଭ୍ ରକ୍ତ ଆବଶ୍ୟକତା ପାଇଁ ବିଜୟା ପଟେଲ୍ ରକ୍ତଦାନ କଲେ
ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗର୍ଭବତୀ ମହିଳାଙ୍କ ପାଇଁ B ପଜିଟିଭ୍ ବର୍ଗର ରକ୍ତ ଆବଶ୍ୟକତା ପଡ଼ିବାରେ Social Welfare Organisation Kalahandi ଓ ପୋଲିସ Plaban Pattnaikଙ୍କ ଅନୁରୋଧ ଅନୁସାରେ ବିଜୟା ପଟେଲ୍ ରକ୍ତଦାନ କରିଛନ୍ତି।