Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
हादसा
News
पुलिस
Maharashtra
Bjp
National
Police
Bihar
India
जनसमस्या
कांग्रेस
चोरी
Accident
Congress
Modi
Delhi
Viral
Crime
Rajasthan
Bollywood
Patna
Breakingnews
Narendramodi
Nitishkumar
Madhya_pradesh
Nsui
उत्तरप्रदेश
Madhyapradesh
Pmmodi
deshduniyakhabar24
#ସାମ୍ବାଦିକ_ବିଧାୟକ_ଯୁକ୍ତିତର୍କ_ଘଟଣା କୋରାପୁଟ : ସାମ୍ବାଦିକ ଓ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଯୁକ୍ତିତର୍କ ଘଟଣା : ତାରା ପ୍ରସାଦ ବାହିନୀପତିଙ୍କ ପତିକ୍ରିୟା #Jayapur #Koraput #Journalist #Odisha #DishaMeeting #OdishaNews #Taraprasadbahinipati #National24
Khordha, Khordha
| Sep 19, 2026
#ସାମ୍ବାଦିକ_ବିଧାୟକ_ଯୁକ୍ତିତର୍କ_ଘଟଣା
#jayapur
#koraput
#journalist
#odisha
#dishameeting
#odishanews
#taraprasadbahinipati
#national24
MORE NEWS
#ବିଜେପିରେ_ମିଶି_କଣ_କହିଲେ_ନେତା_କର୍ମୀ କୋଟପାଡ଼ : ବିଜେପିରେ ମିଶିଲେ କଂଗ୍ରେସ ଓ ବିଜେଡି କର୍ମୀ #Kotpad #National24
Khordha, Khordha | Sep 19, 2026
ଗାଁସାଥୀ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ୯ ଦଫା ରାଜ୍ୟସ୍ତରୀୟ ଦାବି ଓ ୬ ଦଫା ଜିଲ୍ଲାସ୍ତରୀୟ ଦାବିକୁ ନେଇ ମାଲକାନଗିରି ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ #Malkangiri #National24
Khordha, Khordha | Sep 19, 2026
ମଦ ବ୍ୟବସାୟୀ ଗାଁ ମହିଳାଙ୍କୁ ମଦ ପିଆଉ ଥିଲେ ରାସ୍ତା ମଝିରେ ନକଲି ମଦ ଧରି ପୋଲିସକୁ ଦେଲେ ବ୍ଳକ ଅଧ୍ୟକ୍ଷା #Kundura #National24
Khordha, Khordha | Sep 19, 2026
କୋରାପୁଟରେ ଜିଲ୍ଲା ପରିଷଦ ବୈଠକରେ ଅସନ୍ତୋଷ କୋରାପୁଟ ଜିଲ୍ଲା ପରିଷଦ ବୈଠକରେ ଜିଲ୍ଲାର ବିକାଶମୂଳକ କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ବିଭିନ୍ନ ଅଞ୍ଚଳରେ ବିକାଶ କାର୍ଯ୍ୟ ଧୀମା ହୋଇଥିବା ନେଇ ପ୍ରଶାସନିକ ଅଧିକାରୀମାନଙ୍କୁ ତାଗିଦ କରାଯାଇଛି। ବିଶେଷକରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୋକଙ୍କ ସମସ୍ୟା ଓ ବିକାଶମୂଳକ କାର୍ଯ୍ୟକୁ ଗୁରୁତ୍ୱ ଦେଇ କାମ କରିବାକୁ ଅଧିକାରୀମାନଙ୍କୁ କୁହାଯାଇଛି। କାମରେ ଅବହେଳା କଲେ ଜିଲ୍ଲା ଛାଡ଼ିବାକୁ ପଡ଼ିବ ବୋଲି ଚେତାବନୀ ଦେଇଥିବା କହିଛନ୍ତି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲକା। “ଆଦିବାସୀ ଅଞ୍ଚଳର ବିକାଶରେ ଅବହେଳା ନୁହେଁ, ଦରକାର ତ୍ୱରିତ କାର୍ଯ୍ୟ” — ବୈଠକରେ ଏଭଳି ମତ ପ୍ରକାଶ ପାଇଛି। 📍 କୋରାପୁଟ | ଜିଲ୍ଲା ପରିଷଦ ବୈଠକ #Koraput #KoraputNews #DistrictCouncil #Development #OdishaNews #National24
Khordha, Khordha | Sep 19, 2026
ଜୟପୁରରେ ଦଶହରା ପାଇଁ ପ୍ରସ୍ତୁତି ବୈଠକ #Jayapur #National24
Khordha, Khordha | Sep 19, 2026
କୋଟପାଡ଼ : ଘୁମର ପଞ୍ଚାୟତରେ ଜୋର୍ ଧରିଛି ମଦ ମୁକ୍ତ ଆନ୍ଦୋଳନ #Kotpad #National24
Khordha, Khordha | Sep 19, 2026
ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର,ଚାଳକ ଗୁରୁତର,ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ବଳଦିଆଗୁଡ଼ା ମୁଖ୍ୟରାସ୍ତାରେ ଦୁର୍ଘଟଣା। ମାଲକାନଗିରିରୁ ଜୟପୁର ଯାଉଥିବା ବେଳେ ରାସ୍ତାକଡ଼ ଗଛରେ ଧକ୍କା ଦେଲା କାର । ଦୁର୍ଘଟଣାରେ କାର୍ ଚୁରମାର୍,ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ରହିଛି। #malkangiri #national24
Khordha, Khordha | Sep 19, 2026
Cold & Fever in Children: Should They Go to School? #drjaanakipradhan #healthguardian
Khordha, Khordha | Sep 19, 2026