ମହାକାଳପଡା: ମହାକାଳପଡ଼ାର ଯୁବ ନେତା ଚିତ ରଞ୍ଜନ ଦାସ ଅସୁସ୍ଥ ନୀଳାବତିଙ୍କ ଦେହାନ୍ତ ପରେ କଟକ ବାସଭବନରେ ବୃଦ୍ଧିତ ଭେଟି
ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ପରକୁଳା ପଞ୍ଚାୟତର ତପନ ଭାଇଙ୍କ ପତ୍ନୀ ନୀଳାବତି ରାଉତରାୟ ଅସୁସ୍ଥ ଅଛନ୍ତି। ମହାକାଳପଡ଼ାର ଯୁବ ନେତା ଚିତ ରଞ୍ଜନ ଦାସ କଟକ ବାସଭବନକୁ ଯାଇ ସ୍ୱାସ୍ଥ୍ୟ ସମ୍ପର୍କରେ ବୁଝିବା ଓ ଆରୋଗ୍ୟ କାମନା କରିଛନ୍ତି।