ଦେବଗଡ: ଦେବଗଡରେ କୃଷକ ସଂଘର ବୈଠକ: ଆରଡିସି କାର୍ଯ୍ୟାଳୟ ଘେରାଉ ପାଇଁ ପ୍ରସ୍ତୁତି
ଦେବଗଡ ଜିଲ୍ଲା ତିଲେଇବଣି ବ୍ଲକ କୃଷକ ସଂଘର ବୈଠକ ଅନୁଷ୍ଠିତ। ନଭେମ୍ବର ୧୧ରେ ଆରଡିସି ଅଫିସ ଘେରାଉ ପାଇଁ ଆହ୍ଵାନ। ଛେପଲିପାଲିରେ ପ୍ରସ୍ତାବିତ ଆଣବିକ ଶକ୍ତି କେନ୍ଦ୍ରକୁ ବିରୋଧ ଓ ହାଇଟେକ ସର୍ଭେ ରଦ୍ଦ କରିବାକୁ ଦାବି।