ଝାରସୁଗୁଡା: ଝାରସୁଗୁଡ଼ା ରାଉତବନ୍ଧରେ ପାଳିତ ହେଲା ପବିତ୍ର ନାଗ ଚତୁର୍ଥୀ ପୂଜା
ଝାରସୁଗୁଡ଼ା ବ୍ଲକ ହିର୍ମା ପଞ୍ଚାୟତର ରାଉତବନ୍ଧଠାରେ ଭକ୍ତିମୟ ପରିବେଶରେ ପାଳିତ ହୋଇଛି ନାଗ ଚତୁର୍ଥୀ ପୂଜା। ଶ୍ରଦ୍ଧାଳୁମାନେ ନାଗଦେବତାଙ୍କ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଛନ୍ତି। ସମସ୍ତଙ୍କ ମଙ୍ଗଳ ଏବଂ ସାମାଜିକ ଏକତା ପାଇଁ ପ୍ରାର୍ଥନା କରାଯାଇଛି।