Public App Logo
Jansamasya
News
Maharashtra
Bjp
National
Police
Bihar
���ीजेपी
Uttar_pradesh
Congress
Modi
Delhi
Viral
Jharkhand
Breakingnews
Narendramodi
Madhya_pradesh
Ipl
Rahulgandhi
Haryana
Cricket
���ादी
Crimenews
Karnataka
Aap
Bareilly
���प
Agra
Etawah
Abvp
No video available

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ମଞ୍ଚେଶ୍ବର: ଜରିପାଟଣା ଅଞ୍ଚଳରୁ ଯୁବକଙ୍କୁ ଗଣ୍ଡରପୁର ଜଙ୍ଗଲରେ ଅପହରଣ ପରେ ଗୁଳିମାଡ଼, ପୋଲିସର ତଦନ୍ତ ଆରମ୍ଭ

ଜମି ବାଡ଼ି ବିବାଦ କୁ କେନ୍ଦ୍ର କରି ଜରିପାଟଣା ରୁ 6.56ରେ ଯୁବକଙ୍କୁ ଅପହରଣ | ଗୋଟିଏ ବୋଲେରୋ ରେ ସନ୍ତୋଷ ପଣ୍ଡା ଙ୍କୁ ଅପହରଣ କରିଥିଲେ ଦୁର୍ବୁତ୍ତ | ନମ୍ବର ପ୍ଲେଟ ରେ ବ୍ଲାକ ଟେପ ମାରି ଅପହରଣ କରିଥିବା ସୂଚନା ମିଳିଛି | ପରେ ଗଣ୍ଡରପୁର ଜଙ୍ଗଲରେ ଗୁଳି ମାଡ଼ କରି ହତ୍ୟା ଉଦ୍ୟମ କରିଥିଲେ | ସ୍ଥାନୀୟ ଲୋକେ ପ୍ରତିବାଦ କରିବାରୁ ବନ୍ଧୁକ ଦେଖାଇ ଫେରାର ହୋଇଯାଇଛନ୍ତି ଦୁର୍ବୁତ୍ତ | ଘଟଣା ସ୍ଥଳରେ ସ୍ପେଶାଲ ସ୍କୁଆର୍ଡ ଏବଂ ନନ୍ଦନ କାନନ ଥାନା ପୋଲିସ ପହଁଚି ତଦନ୍ତ କରୁଛନ୍ତି |