ଟିଟିଲାଗଡ: RSS 101st Foundation Day: ଟିଟିଲାଗଡ଼ ବିଧାୟକ ନବୀନ ଜେନ ବଲାଙ୍ଗିର କାର୍ଯ୍ୟକ୍ରମରେ ଯୋଗଦେଲେ
ବଲାଙ୍ଗିରରେ ଆୟୋଜିତ ଆରଏସ୍ଏସ୍ର ୧୦୧ତମ ପ୍ରତିଷ୍ଠା ଦିବସ ଓ ବିଜୟା ଦଶମୀ କାର୍ଯ୍ୟକ୍ରମରେ ଯୋଗଦେଲେ ଟିଟିଲାଗଡ଼ ବିଧାୟକ ନବୀନ ଜେନ। ଏହି ମହତ୍ କାର୍ଯ୍ୟକ୍ରମରେ ସାମିଲ ହୋଇ ସେ ଗର୍ବ ପ୍ରକାଶ କରିଛନ୍ତି।