ଝାରସୁଗୁଡା: ଝାରସୁଗୁଡ଼ାରେ ପାଳିତ ହେଲା ବିଶ୍ୱ ମିତବ୍ୟୟୀତା ଦିବସ, ଆୟୋଜିତ ହେଲା ସଚେତନତା ଶିବିର
ଝାରସୁଗୁଡ଼ା ସଂସ୍କୃତି ଭବନରେ ବିଶ୍ୱ ମିତବ୍ୟୟୀତା ଦିବସ ଅବସରରେ ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି। ସାଧାରଣ ଲୋକଙ୍କୁ ସଞ୍ଚୟର ଗୁରୁତ୍ୱ ଓ ସଠିକ୍ ଆର୍ଥିକ ପରିଚାଳନା ସମ୍ପର୍କରେ ସଚେତନ କରାଯାଇଛି।