ଘସିପୁରା ଥାନା #ତରିମୂଳ ଗାଁରେ ସେଣ୍ଢେଇ ନଦୀରୁ #ବେଆଇନ_ବାଲି_ଲୋଡିଂ ଘଟଣାକୁ କେନ୍ଦ୍ରକରି #୨ଟ୍ରାକ୍ଟର_ଡ୍ରାଇଭର_ହାତାହାତି। ଉଭୟ ଗୁରୁତର ଅବସ୍ଥାରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି।
#Sendhei #Sandattack #Tarimul #Ghasipura #Anandapur #Kendujhar District Administration Keonjhar,Odisha
Ghasipura, Kendujhar | Jun 12, 2026