ମାର୍ଶାଘାଇ: ମାର୍ଶାଘାଇର ହୃଷୀକେଶ ଜେନାଙ୍କ ଅକାଳ ବିୟୋଗରେ ବିଧାୟକଙ୍କ ସମବେଦନା
ମାର୍ଶାଘାଇ ବ୍ଲକର ତୁଳସୀପୁର ଗ୍ରାମର ହୃଷୀକେଶ ଜେନାଙ୍କ ଅକାଳ ମୃତ୍ୟୁ ଉପରେ ବିଧାୟକ ଡ଼ ଦୁର୍ଗା ପ୍ରସନ ନାୟକ ସମବେଦନା ଜଣାଇଛନ୍ତି। ପରିବାରକୁ ସରକାରୀ ସହାୟତା ପ୍ରଦାନ ଓ ବାସଗୃହ ନିର୍ମାଣ ନିମିତ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।