କଟକ ସିଡିଏ ସ୍ଥିତ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଛାତ୍ର ଶେଖ୍ ଫୟାଜ୍ଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ପରିବାର ଲୋକେ ଏହାକୁ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରି ମର୍କତ ନଗର ଥାନାରେ ଦ୍ଵାରସ୍ଥ ହୋଇଛନ୍ତି।