Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Rajasthan
Bollywood
Breakingnews
Narendramodi
Madhya_pradesh
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

ନଅ ଦଫା ଦାବି ନେଇ ରାଜ ରାସ୍ତାରେ ଓହ୍ଲାଇଛନ୍ତି ଶତାଧିକ ଆଶା କର୍ମୀ । ଦାବି ପୁରଣ କରିବା ଲାଗି ମାଲକାନଗିରି ଜିଲ୍ଲାରେ ବିଶାଳ ଶୋଭାଯାତ୍ରା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଆଶାକର୍ମୀ । ଚାକିରି ସ୍ଥାୟୀ କରିବା ସହ ମାସିକ ଦରମା 7 ହଜାର ରୁ 26 ହଜାର କୁ ବୃଦ୍ଧି କରିବା । ସାମାଜିକ ସୁରକ୍ଷା ଓ ପେନ୍‌ସନ ବିମା ବ୍ୟବସ୍ଥା ଲାଗୁ କରିବା ଆଶା କର୍ମଚାରୀଙ୍କ ମୁଖ୍ୟ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ଆଶାକର୍ମୀ । ଦୀର୍ଘଦିନ ଆଶାକର୍ମୀ ମାନେ ଦାବି କରିଆସୁଥିଲେ ହେଁ ରାଜ୍ୟ ସରକାର ଆଶାକର୍ମୀଙ୍କୁ ଦୁଇଟି କାମ କହି 64 ଟି କାମ କରାଉଥିବା ଅଭିଯୋଗ ହୋଇଛି । ଖୁବ ଶୀଘ୍ର ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଆଶାକର୍ମୀ ଚେତାବନୀ ଦେଇଛନ୍ତି ।

MORE NEWS

କେନ୍ଦ୍ର ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟର (MoRTH) ଅତିରିକ୍ତ ସଚିବ ତଥା କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ଶ୍ରୀ ମହମୁଦ ଅହମ୍ମଦ ଆଜି ମାଲକାନଗିରି ଜିଲ୍ଲା ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି। ସେ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ, ସେଣ୍ଟର ଫର ଏକ୍ସଲେନ୍ସ, ଅଙ୍ଗନବାଡ଼ି କେନ୍ଦ୍ର ଏବଂ ମେଗା ପାଇପ୍ ଜଳଯୋଗାଣ ପ୍ରକଳ୍ପ ଆଦି ପରିଦର୍ଶନ କରିଥିଲେ।

#Malkangiri #Odisha #Development #MoRTH #AspirationalDistrict #Progress #ReviewMeeting

କେନ୍ଦ୍ର ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟର (MoRTH) ଅତିରିକ୍ତ ସଚିବ ତଥା କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ଶ୍ରୀ ମହମୁଦ ଅହମ୍ମଦ ଆଜି ମାଲକାନଗିରି ଜିଲ୍ଲା ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି। ସେ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ, ସେଣ୍ଟର ଫର ଏକ୍ସଲେନ୍ସ, ଅଙ୍ଗନବାଡ଼ି କେନ୍ଦ୍ର ଏବଂ ମେଗା ପାଇପ୍ ଜଳଯୋଗାଣ ପ୍ରକଳ୍ପ ଆଦି ପରିଦର୍ଶନ କରିଥିଲେ। #Malkangiri #Odisha #Development #MoRTH #AspirationalDistrict #Progress #ReviewMeeting

Malkangiri, Malkangiri | Jul 10, 2026

୩ ପିଲାଙ୍କୁ ଧରି ସାହାଯ୍ୟ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ବଣ୍ଡା ଜନଜାତିର ମହିଳା, ସ୍ୱାମୀ ଛାଡି ଚାଲିଗଲା ସରକାରୀ ସାହାଯ୍ୟ ଆଶାରେ ସମ୍ବାରୀ କିର୍ସାନୀ I

#MalkangiriNews

୩ ପିଲାଙ୍କୁ ଧରି ସାହାଯ୍ୟ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ବଣ୍ଡା ଜନଜାତିର ମହିଳା, ସ୍ୱାମୀ ଛାଡି ଚାଲିଗଲା ସରକାରୀ ସାହାଯ୍ୟ ଆଶାରେ ସମ୍ବାରୀ କିର୍ସାନୀ I #MalkangiriNews

Malkangiri, Malkangiri | Jul 10, 2026

ମାଲକାନଗିରି : ହକ୍ ପାଇଁ ଗର୍ଜିଲା ଆଶା କର୍ମୀ ସଂଘ! ୯ ଦଫା ଦାବି ନେଇ ଆଜିଠାରୁ ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘର ରାଜ୍ୟବ୍ୟାପୀ ମହାନ ସଂଗ୍ରାମ!

​#Malkangiri #AshaKarmieAndolan #AshaWorkersProtest #MalkangiriNews #DailyMalkangiri #OdishaAshaAssociation #HealthWorkers #OdishaNews #LaborRights #NHMOdisha

ମାଲକାନଗିରି : ହକ୍ ପାଇଁ ଗର୍ଜିଲା ଆଶା କର୍ମୀ ସଂଘ! ୯ ଦଫା ଦାବି ନେଇ ଆଜିଠାରୁ ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘର ରାଜ୍ୟବ୍ୟାପୀ ମହାନ ସଂଗ୍ରାମ! ​#Malkangiri #AshaKarmieAndolan #AshaWorkersProtest #MalkangiriNews #DailyMalkangiri #OdishaAshaAssociation #HealthWorkers #OdishaNews #LaborRights #NHMOdisha

Malkangiri, Malkangiri | Jul 9, 2026