ଖଲ୍ଲିକୋଟ୍: ବାଲୁକେଶ୍ୱରପୁରରେ ସହକାରୀ ଶିକ୍ଷକଙ୍କୁ ମାଡ଼ ମାରିବା ଘଟଣା, ଯୁବକ ଗିରଫ
ତୋଟାଗାଁର ବାଦଲ ପାହାନ ନାମକ ଯୁବକ ସ୍କୁଲ ଛାତ୍ରୀ ଉପରେ ଅଶୋଭାନୀୟ ଟିପଣୀ ଦେଇଥିବାକୁ ନେଇ ସହକାରୀ ଶିକ୍ଷକ ଭବାନୀ ପ୍ରସାଦଙ୍କୁ ମାଡ଼ ମାରିଛନ୍ତି। ଭବାନୀ ପ୍ରସାଦ ଏମକେସିଜି ଚିକିତ୍ସା ନେଉଛନ୍ତି। ବାଦଲଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।