Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
राजनीति
मौत
बीजेपी
भाजपा
विधायक
Congress
Accident
Modi
Delhi
Viral
राजस्थान
Odisha
अमित_शाह
Bollywood
दिल्ली
Breakingnews
Narendramodi
Madhya_pradesh
Pmmodi
Kerala
Rahulgandhi
स्कूल

କୋଟପାଡ: ଗୁପ୍ତେଶ୍ୱର ରାସ୍ତା ମାଟିକୁପୁଲି ଛକରେ କାର ସହ ବଲେରୋ ଧକ୍କା, ପନ୍ଦର ଗୁରୁତର

Kotpad, Koraput | Jan 16, 2026
ମେଗା ପ୍ରଜେକ୍ଟର ମନମାନି, ରାସ୍ତା ଉପରେ ମାଟି ପକାଇ ଛାଡିଦେଇଛି l ଫଳରେ ଘଟୁଛି ଦୁର୍ଘଟଣା l  ବୈପାରୀଗୁଡା ବ୍ଲକ ଗୁପ୍ତେଶ୍ୱର ରାସ୍ତା ମାଟିକୁପୁଲି ଛକରେ ଘଟିଛି ଅଘଟନ l ବୈପାରୀଗୁଡା ବ୍ଲକ ଗୁପ୍ତେଶ୍ୱର ରାସ୍ତା ମାଟିକୁପୁଲି ଛକରେ କାର ସହ ବଲେରୋ ଧକ୍କା ହୋଇଛି l ଫଳରେ ପନ୍ଦର ଜଣ ଗୁରୁତର ଥିବା ବେଳେ ସମସ୍ତ ଗୁରୁତରଙ୍କୁ ବୈପାରୀଗୁଡା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି l ସୂଚନା ଅନୁଯାଇ, ବୈପାରୀଗୁଡା ବ୍ଲକ ରାମଗିରି ପୁଟିଆଗୁଡା ଠାରୁ ଝିଅର ବାହାଘର ପାଇଁ ଗୋଟିଏ ବଲେରୋରେ କନ୍ୟା ଯାତ୍ରୀ ଲମତାପୁଟ ଯାଉଥିବା ବେଳେ ଅଘଟନ ଘଟିଛି l
କୋଟପାଡ: ଗୁପ୍ତେଶ୍ୱର ରାସ୍ତା ମାଟିକୁପୁଲି ଛକରେ କାର ସହ ବଲେରୋ ଧକ୍କା, ପନ୍ଦର ଗୁରୁତର - Kotpad News